Thursday, October 15, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର:ଏସି ସର୍ଟସର୍କିଟ୍ରୁ ଭୟଙ୍କର ଅଗ୍ନିକାଣ୍ଡ, ବୃଦ୍ଧପତ୍ନୀ ମୃତ୍ୟୁ।

ବ୍ରହ୍ମପୁର:ଏସି ସର୍ଟସର୍କିଟ୍ରୁ ଭୟଙ୍କର ଅଗ୍ନିକାଣ୍ଡ, ବୃଦ୍ଧପତ୍ନୀ ମୃତ୍ୟୁ।

144
ADVERTISEMENT

ବ୍ରହ୍ମପୁର,୧୩/୪(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ରୋଡ଼ ବ୍ରଜନଗରରେ ଥିବା ଏକ ଘରେ ଏସି ସର୍ଟସର୍କିଟ୍ରୁ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ଏକ ବୃଦ୍ଧ ଦମ୍ପତି ଗୁରୁତର ହୋଇଛନ୍ତି। ସ୍ବାମୀ ପ୍ରଭାକର ସାହୁ ନିଆଁ ଧୂଆଁରେ ଶ୍ବାସରୁଦ୍ଧ ହୋଇ ମେଡିକାଲ ରେ ଥିବା ବେଳେ ପତ୍ନୀ ଉତ୍ତରା ସାହୁଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ମୃତ୍ୟୁ ବାରଣ କରିଥିବା ସୂଚନା l

Advertisement