Thursday, October 15, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ପୋଷ୍ଟାଲ୍ ଡିଭିଜନ୍ ଅଧୀନରେ ୧୫ଜଣ ବାହାର ରାଜ୍ୟର ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଦାଖଲ କରିଛନ୍ତି।

ବ୍ରହ୍ମପୁର ପୋଷ୍ଟାଲ୍ ଡିଭିଜନ୍ ଅଧୀନରେ ୧୫ଜଣ ବାହାର ରାଜ୍ୟର ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଦାଖଲ କରିଛନ୍ତି।

122
ADVERTISEMENT

ବ୍ରହ୍ମପୁର,୧୧/୪(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ପୋଷ୍ଟାଲ୍ ଡିଭିଜନ୍ ଅଧୀନରେ ଆବେଦନ କରିଥିବା ମୋଟ୍ ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ଜଣ ବାହାର ରାଜ୍ୟର ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଦାଖଲ କରିଛନ୍ତି। ସେଥିମଧ୍ୟରୁ ୧୦ଜଣ ଆନ୍ଧ୍ର ୨ଜଣ ଛତିଶଗଡ଼ ଓ ୩ଜଣ ଉତ୍ତରପ୍ରଦେଶ ବୋର୍ଡ଼ର ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଦାଖଲ କରି ଥିବା ବେଳେ ଛତିଶଗଡ଼ ସାର୍ଟିଫିକେଟ୍ ଦାଖଲ କରିଥିବା ଦୁଇ ପ୍ରାର୍ଥୀଙ୍କ ଆବେଦନ ନାକଚ ହୋଇଛି।

Advertisement