Friday, September 25, 2026
ADVERTISEMENT
Home ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୂଭୂତ ହୋଇଛି।

ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୂଭୂତ ହୋଇଛି।

216
ADVERTISEMENT

ଦିଲ୍ଲୀ,୨୨/୩ (ଡି.ଏଚ ବ୍ୟୁରୋ):-ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୂଭୂତ ହୋଇଛି। ଦୀର୍ଘ ସମୟ ଧରି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲୋକେ ଘରୁ ବାହାରି ଆସିଥିଲେ। ଏବଂ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ଥିବା ସୂଚନା ।

Advertisement