Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଳା ଉତ୍କଳ ସମ୍ମିଳନୀ ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚିତ l

ଗଜପତି ଜିଲ୍ଳା ଉତ୍କଳ ସମ୍ମିଳନୀ ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚିତ l

134
ADVERTISEMENT

ପାରଳଖେମୁଣ୍ଡି,୨୭/୧୨(ମୋହନ ଗୌଡ଼):-ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ସର୍ବ ସମ୍ମତି କ୍ରମେ ଗଜପତି ଜିଲ୍ଲା ଉତ୍କଳ ସମ୍ମିଳନୀ ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ନୂତନ କର୍ମକର୍ତ୍ତା ଭାବେ ଉପଦେଷ୍ଟା ମଣ୍ଡଳୀରେ ମୁଖ୍ୟ ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ଉପଦେଷ୍ଟା ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା,ଅନାଦି ପାଣିଗ୍ରାହୀ, ଦୁର୍ଗା ମାଧବ ପଣ୍ଡା,ହିରାଚାନ୍ଦ ପଟ୍ଟନାୟକ (ଆଇନ୍ ପରାମର୍ଶ ଦାତା), ସଭାପତି ଭାରତ ଭୂଷଣ ମହାନ୍ତି, ଉପ ସଭାପତି ଆଶାଲତା ପାଣିଗ୍ରାହୀ,ବିଧାନ ଚନ୍ଦ୍ର ଚୌଧୁରୀ, ସମ୍ପାଦକ ଲିଙ୍ଗରାଜ ପ୍ରସାଦ ଦାସ, ସହ ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା,ଗୌରହରି ପଟ୍ଟନାୟକ,କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ପାଢ଼ୀଙ୍କ ସମେତ ଅନ୍ୟାନ୍ୟ ୨୦ ଜଣ ସଦସ୍ୟ ମନୋନୀତ ହୋଇଛନ୍ତି। ଶେଷରେ ଗୌର ହରି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement