ଆଜି ବିଜେଡି ପାଳିବା ତା’ର ୨୫ତମ ପ୍ରତିଷ୍ଠା ଦିବସ ।

59
ADVERTISEMENT

ଭୁବନେଶ୍ୱର,୨୬/୧୨(ଡି.ଏଚ୍ ବ୍ୟୁରୋ):-ଆଜି ବିଜେଡି ପାଳିବା ତା’ର ୨୫ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ପୁରୀ ସ୍ଥିତ ତାଳବଣିଆ ଠାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦ ହଜାର କର୍ମକର୍ତ୍ତା ଯୋଗ ଦେବେ l ଏବଂ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀଙ୍କୁ ମାର୍ଗଦର୍ଶନ କରିବା ସହ ଗୁରୁମନ୍ତ୍ର ଦେବେ।

Advertisement