Saturday, October 10, 2026
ADVERTISEMENT
Home ଜାତୀୟ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଛି।

ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଛି।

114
ADVERTISEMENT

ନୂଆଦିଲ୍ଲୀ,୦୯/୧୨(ଡି.ଏଚ୍ ବ୍ୟୁରୋ):-ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିବା ସହ ଲଗାତାର ସପ୍ତମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଘୋଷିତ ଫଳାଫଳ ଅନୁଯାୟୀ ୧୮୨ ଟି ବିଧାନସଭା ଆସନରୁ ବିଜେପି ୧୫୬ ଟି ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସ ୧୭ଟି ,ଆମ୍ ଆଦ୍ମୀ ପାର୍ଟି (ଆପ୍) ୫ଟି ଏବଂ ଅନ୍ୟମାନଙ୍କୁ ୪ଟି ଆସନ ମିଳିଛି।

Advertisement