Saturday, October 10, 2026
ADVERTISEMENT
Home ଜାତୀୟ ଆଜି ଆସିବ ଦିଲ୍ଲୀ MCD ରେଜଲ୍ଟ।

ଆଜି ଆସିବ ଦିଲ୍ଲୀ MCD ରେଜଲ୍ଟ।

106
ADVERTISEMENT

ଦିଲ୍ଲୀ,o୭/୧୨(ଡି.ଏଚ୍ ବ୍ୟୁରୋ):-ଆଜି ଆସିବ ଦିଲ୍ଲୀ MCD ରେଜଲ୍ଟ। ଏବଂ ଦିଲ୍ଲୀ ମହାନଗର ନିଗମର ଭୋଟ୍ ଗଣତି । ୨୫୦ ୱାର୍ଡ ପାଇଁ ୧୩ଶହ ୪୯ପ୍ରାର୍ଥୀ ମଇଦାନରେ ଓହ୍ଳାଇଥିବାବେଳେ ୪୨ଟି ଭୋଟଗଣତି କେନ୍ଦ୍ର କରାଯାଇଛି। ସେହିପରି ଏଥର ନିର୍ବାଚନରେ ଆପ୍ ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନକୁ ଦଖଲ କରିବା ପାଇଁ ସବୁ ଜୋର୍ ଲଗାଇଦେଇଛି। ବିଜେପି ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର କରାଯାଇଛି।

Advertisement