Tuesday, August 25, 2026
ADVERTISEMENT
Home ଖେଳ ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୨ ପାଇଁ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ନାମ ଘୋଷଣା ହୋଇଛି।

ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୨ ପାଇଁ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ନାମ ଘୋଷଣା ହୋଇଛି।

220
ADVERTISEMENT

ନୂଆଦିଲ୍ଲୀ,୧୫/୧୧(ଡି.ଏଚ ବ୍ୟୁରୋ):-ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୨ ପାଇଁ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ନାମ ଘୋଷଣା ହୋଇଛି। ଅର୍ଜୁନ ପୁରସ୍କାର ପାଇଁ ୨୫ ଜଣ ଖେଳାଳିଙ୍କୁ ଚୟନ କରାଯାଇଥିବା ବେଳେ ସାତ ଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯିବ। ଏବଂ ଆସନ୍ତା ନଭେମ୍ବର ୩୦ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିବେ।

Advertisement