Wednesday, October 7, 2026
ADVERTISEMENT
Home ଖେଳ ଆଜି ଟି-ଟ୍ୱେଣ୍ଟି ବିଶ୍ବକପ୍ ର ଫାଇନାଲ ମୁକାବିଲା ।

ଆଜି ଟି-ଟ୍ୱେଣ୍ଟି ବିଶ୍ବକପ୍ ର ଫାଇନାଲ ମୁକାବିଲା ।

204
ADVERTISEMENT

ନୂଆଦିଲ୍ଲୀ,୧୩/୧୧(ଡି.ଏଚ୍ ବ୍ୟୁରୋ):-ଆଜି ଟି-ଟ୍ୱେଣ୍ଟି ବିଶ୍ବକପ୍ ର ଫାଇନାଲ ମୁକାବିଲା । ମେଲବୋର୍ଣ୍ଣର ବିଶାଳ ମଇଦାନରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ହେବ ସୁପର ଫାଇଟ୍ । ଏନେଇ ଉଭୟ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି ।

Advertisement