Tuesday, August 25, 2026
ADVERTISEMENT
Home ଜାତୀୟ ହିମାଚଳ ପ୍ରଦେଶରେ ୬୮ଟି ବିଧାନସଭା ଆସନ ପାଇଁ ଆଜି ହେବ ଭୋଟ୍ ଗ୍ରହଣ ।

ହିମାଚଳ ପ୍ରଦେଶରେ ୬୮ଟି ବିଧାନସଭା ଆସନ ପାଇଁ ଆଜି ହେବ ଭୋଟ୍ ଗ୍ରହଣ ।

108
ADVERTISEMENT

ହିମାଚଳ ପ୍ରଦେଶ,୧୨/୧୧(ଡି.ଏଚ ବ୍ୟୁରୋ):-ହିମାଚଳ ପ୍ରଦେଶରେ ୬୮ଟି ବିଧାନସଭା ଆସନ ପାଇଁ ଆଜି ହେବ ଭୋଟ୍ ଗ୍ରହଣ । ରାଜ୍ୟର ୫୫ ଲକ୍ଷରୁ ଅଧିକ ଭୋଟର ମୋଟ୍ ୪୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ହିମାଚଳରେ ପ୍ରଚାର ମଙ୍ଗ ଧରିବା ସହ ଭୋଟରମାନଙ୍କୁ ବ୍ୟକ୍ତିଗତ ଅନୁରୋଧ କରି ବିଜେପି ପାଇଁ ଭୋଟ୍ ଦେବାକୁ କହିଛନ୍ତି।

Advertisement