Friday, November 6, 2026
ADVERTISEMENT
Home ଜାତୀୟ ଅଟୋ ରିକ୍ସା ଉପରେ ବାଲି ବୋଝେଇ ଡମ୍ପର ଓଲଟି ପଡିବା ଫଳରେ ଡମ୍ପର ତଳେ ଚାପିହୋଇ...

ଅଟୋ ରିକ୍ସା ଉପରେ ବାଲି ବୋଝେଇ ଡମ୍ପର ଓଲଟି ପଡିବା ଫଳରେ ଡମ୍ପର ତଳେ ଚାପିହୋଇ ୪ଜଣଙ୍କ ମୃତ୍ୟୁ ।

147
ADVERTISEMENT

ବ୍ରହ୍ମପୁର୦୮/୧୧(ଡି.ଏଚ୍ ବ୍ୟୁରୋ):-ମହାରାଷ୍ଟ୍ରର ରାଇଗଡରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଅଟୋ ରିକ୍ସା ଉପରେ ବାଲି ବୋଝେଇ ଡମ୍ପର ଓଲଟି ପଡିବା ଫଳରେ ଡମ୍ପର ତଳେ ଚାପିହୋଇ ଅଟୋରେ ଥିବା ୩ ଜଣ ଛାତ୍ରଙ୍କ ସମେତ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ । ଫଳରେ ୪ଜଣମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

Advertisement