Tuesday, October 6, 2026
ADVERTISEMENT
Home ଆଞ୍ଚଳିକ ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୫୯୯୧ ଖଣ୍ଡ ଭୋଟରେ ଆଗୁଆ...

ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୫୯୯୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।

150
ADVERTISEMENT

ଧାମନଗର,o୬/୧୧(ଡି.ଏଚ୍ ବ୍ୟୁରୋ):-ଆଜି ଧାମନଗର ଉପନିର୍ବାଚନ ଫୈସଲା । ଭୋଟ ଗଣତି ବେଳେ ୧ମ ,୨ୟ, ୩ୟ, ୪ର୍ଥ, ୫ମ, ୬ ଷଷ୍ଠ, ୭ମ, ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପଛରେ ପକାଇ ୫୯୯୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ଏବଂ ଆଗାମୀ ରାଉଣ୍ଡରେ ସଂଖ୍ୟା ବେଶ୍ ମଜାଦାର ହେବ ବୋଲି ଅନୁମାନ କରାଯାଉଛୁ ।

Advertisement