Tuesday, October 6, 2026
ADVERTISEMENT
Home ଆଞ୍ଚଳିକ ୭ଟି ଗୋରୁ ବୋଝେଇ କଣ୍ଟେନର ଜବତ,୫୦୦ରୁ ଅଧିକ ଗୋରୁ ଉଦ୍ଧାର।

୭ଟି ଗୋରୁ ବୋଝେଇ କଣ୍ଟେନର ଜବତ,୫୦୦ରୁ ଅଧିକ ଗୋରୁ ଉଦ୍ଧାର।

173
ADVERTISEMENT

ଜଳେଶ୍ୱର,୦୫/୧୧(ଡି.ଏଚ ବ୍ୟୁରୋ):-ଓଡ଼ିଶା ସୀମା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ସ୍ଥାନୀୟ ପୋଲିସର ଚଢ଼ାଉ ବେଳେ ୭ଟି ଗୋରୁ ବୋଝେଇ କଣ୍ଟେନର ଜବତ। ଏବଂ ୫୦୦ରୁ ଅଧିକ ଗୋରୁ ଉଦ୍ଧାର। ସମସ୍ତ ଗୋରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ପୋଲିସ ୭ଟି କଣ୍ଟେନର ସହ ଜବତ କରିଥିବା ସୂଚନା ।

Advertisement