ADVERTISEMENT
Home ଜାତୀୟ ଗୁଜରାଟର ମୋରବୀରେ ମଚ୍ଛୁ ନଦୀ ଉପରେ ନିର୍ମିତ ପୁରୁଣା ଝୁଲାପୋଲ ଭୁଶୁଡ଼ିବା ଫଳରେ ୧୦୦ ରୁ...

ଗୁଜରାଟର ମୋରବୀରେ ମଚ୍ଛୁ ନଦୀ ଉପରେ ନିର୍ମିତ ପୁରୁଣା ଝୁଲାପୋଲ ଭୁଶୁଡ଼ିବା ଫଳରେ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ।

138
ADVERTISEMENT

ଗୁଜରାଟ,୩୧/୧୦(ଡି.ଏଚ଼୍ ବ୍ୟୁରେ।):-ଗୁଜରାଟର ମୋରବୀରେ ମଚ୍ଛୁ ନଦୀ ଉପରେ ନିର୍ମିତ ପୁରୁଣା ଝୁଲାପୋଲ ଭୁଶୁଡ଼ିବା ଫଳରେ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ୧୭୭ ଜଣ ସ୍ଥାନୀୟ ମେଡିକାଲରେ ଚିକିତ୍ସତ। ମୃତକଙ୍କ ମଧ୍ୟରେ ଅନେକ ମହିଳା, ଶିଶୁ ଏବଂ ବୃଦ୍ଧ ଥିବାବେଳେ ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏବଂ ଏନଡିଆରଏଫ ଟିମ୍ ର ଉଦ୍ଧାର କାର୍ଯ୍ୟ ଜାରି ଥିବାବେଳେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଗୁଜରାଟ ସରକାର ।

Advertisement