Saturday, October 3, 2026
ADVERTISEMENT
Home ଆଞ୍ଚଳିକ ବାରିପଦା ଅନ୍ତର୍ଗତ ୧୮ ନଂଜାତୀୟ ରାଜାପଥ ନିକଟରେ ନିର୍ମାଣଧୀନ ଓଭର ବ୍ରିଜରୁ ତଳକୁ ଖସିଲା ଟ୍ରକ୍,...

ବାରିପଦା ଅନ୍ତର୍ଗତ ୧୮ ନଂଜାତୀୟ ରାଜାପଥ ନିକଟରେ ନିର୍ମାଣଧୀନ ଓଭର ବ୍ରିଜରୁ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ୍ୟୁ।

172
ADVERTISEMENT

ବାରିପଦା,୩୦/୧୦(ଡି.ଏଚ୍ ବ୍ୟୁରୋ):-ବାରିପଦା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜାପଥ ନିକଟରେ ନିର୍ମାଣାଧୀନ ଓଭର ବ୍ରିଜରୁ ତଳକୁ ଖସିଲା ଟ୍ରକ୍। ଏବଂ ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ପୋଲିସ ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି ।

Advertisement