Friday, November 6, 2026
ADVERTISEMENT
Home ଜାତୀୟ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଭାରସ୍ୟାମ ହରାଇ ଇଲେକ୍ଟ୍ରିକ୍ ପୋଲକୁ ପିଟି ହେଲା କାର୍,୫ ଜଣଙ୍କର ମୃତ୍ୟୁ।

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଭାରସ୍ୟାମ ହରାଇ ଇଲେକ୍ଟ୍ରିକ୍ ପୋଲକୁ ପିଟି ହେଲା କାର୍,୫ ଜଣଙ୍କର ମୃତ୍ୟୁ।

109
ADVERTISEMENT

ପ୍ରୟାଗରାଜ,୨୭/୧୦(ଡି.ଏଚ ବ୍ୟୁରୋ):-ଉତ୍ତରପ୍ରଦେଶର ପ୍ରୟାଗରାଜରେ ଭାରସ୍ୟାମ ହରାଇ ଇଲେକ୍ଟ୍ରିକ୍ ପୋଲକୁ ପିଟି ହେଲା କାର୍। ଦୁର୍ଘଟଣାରେ କାର୍ ରେ ଥିବା ୧୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ଜଣ ଗୁରୁତର ହୋଇସ୍ଥାନୀୟ ମେଡିକାଲରେ ଭର୍ତି । ସମସ୍ତ ଏକ କାରରେ ମନ୍ଦିର ଦର୍ଶନରେ ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ ।

Advertisement