Saturday, October 3, 2026
ADVERTISEMENT
Home ଆଞ୍ଚଳିକ ରେଳ ଧାରଣାରୁ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମୃତଦେହ ସହ ସୁଇସାଇଡ୍ ନୋଟ ଜବତ ।

ରେଳ ଧାରଣାରୁ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମୃତଦେହ ସହ ସୁଇସାଇଡ୍ ନୋଟ ଜବତ ।

152
ADVERTISEMENT

ସମ୍ବଲପୁର,୧୮/୧୦(ଡି.ଏଚ୍ ବ୍ୟୁରୋ):-ସମ୍ବଲପୁର ସିନ୍ଦୂରପଙ୍କ ନିକଟ ରେଳ ଧାରଣାରୁ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ।ଏବଂ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ସ୍ଥାନୀୟ ପୁଲିସ ଜବତ କରିଥିବାବେଳେ ସେଥିରେ ନିଜର ମୃତ୍ୟୁ ଲାଗି ତାଙ୍କ ସହକର୍ମୀଙ୍କୁ ଦାୟୀ କରିଛନ୍ତି ମୃତପ୍ରଧାନ ଶିକ୍ଷକ । ଏନେଇ ସଦର ଥାନା ପୁଲିସର ତଦନ୍ତ ଜାରି ।

Advertisement