ADVERTISEMENT
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ଆସିକା ଅଂଚଳରେ ଟଙ୍କା ନଦେବାରୁ ସ୍ତ୍ରୀ କୁ ଛୁରୀରେ ଭୁସି ନିର୍ମମ ଭାବେ...

ଗଞ୍ଜାମ ଜିଲ୍ଲା ଆସିକା ଅଂଚଳରେ ଟଙ୍କା ନଦେବାରୁ ସ୍ତ୍ରୀ କୁ ଛୁରୀରେ ଭୁସି ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ବାମୀ।

170
ADVERTISEMENT

ବ୍ରହ୍ମପୁର,୧୦/୧୦(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଆସିକା ଅଂଚଳରେ ଟଙ୍କା ନଦେବାରୁ ସ୍ତ୍ରୀ କୁ ଛୁରୀରେ ଭୁସି ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ବାମୀ। ମୃତକ ସ୍ତ୍ରୀ ଜଣକ ହେଲେ ଲକ୍ଷ୍ମୀପ୍ରିୟା ମିଶ୍ର (୪୫)। ଏବଂ ଘଟଣାସ୍ଥଳରୁ ସ୍ବାମୀ ସୀମାଞ୍ଚଳ ଫେରାର୍ ଥିବା ବେଳେ ତାଙ୍କୁ ଧରିବା ଲାଗି ସ୍ଥାନୀୟ ପୁଲିସ ଟିମର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ।

Advertisement