Thursday, August 20, 2026
ADVERTISEMENT
Home ଜାତୀୟ ଆଜି ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ଦିଲ୍ଲୀର ପ୍ରଗତି ମଇଦାନରେ ଶୁଭାରମ୍ଭ କଲେ...

ଆଜି ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ଦିଲ୍ଲୀର ପ୍ରଗତି ମଇଦାନରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

134
ADVERTISEMENT

ନୂଆଦିଲ୍ଲୀ,୦୧/୧୦(ଡି.ଏଚ୍ ବ୍ୟୁରୋ):-ଆଜି ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ଦିଲ୍ଲୀର ପ୍ରଗତି ମଇଦାନରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏବଂ ଏହି 5-G ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଶିଷ୍ଟ ଶିଳ୍ପପତୀ ମୁକେଶ ଅମ୍ୱାନୀ ଓ ତାଙ୍କ ପୁଅ ଆକାଶ ଅମ୍ୱାନୀ ପ୍ରମୁଖ ସାମିଲ ଥିଲେ ।

Advertisement