ଉତ୍ତରପ୍ରଦେଶର ନୋଏଡ଼ା ଅଂଚଳରେ ଡ୍ରେନ ନିର୍ମାଣ ବେଳେ ଭୁଶୁଡିଲା ପାଚେରୀ,୪ଜଣ ଶ୍ରମିକଙ୍କ ମୃତ୍ୟୁ ।

11
ADVERTISEMENT

ଉତ୍ତରପ୍ରଦେଶ,୨୦/୯(ଡି.ଏଚ ବ୍ୟୁରୋ):-ଉତ୍ତରପ୍ରଦେଶର ନୋଏଡ଼ା ଅଂଚଳରେ ଡ୍ରେନ ନିର୍ମାଣ ବେଳେ ଭୁଶୁଡିଲା ପାଚେରୀ । ଫଳରେ ପାଚେରୀ ତଳେ ଚାପିହୋଇ ୪ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫/୬ଜଣ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ଏବଂ ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Advertisement