ଉତ୍ତରପ୍ରଦେଶ ଲକ୍ଷ୍ନୌର ଦିଲକୁଶା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା କାନ୍ଥ,୯ ଜଣଙ୍କର ମୃତ୍ୟୁ ।

12
ADVERTISEMENT

ଉତ୍ତରପ୍ରଦେଶ,୧୬/୯(ଡି.ଏଚ ବ୍ୟୁରୋ):-ଉତ୍ତରପ୍ରଦେଶ ଲକ୍ଷ୍ନୌର ଦିଲକୁଶା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା କାନ୍ଥ । ଫଳରେ ୧୧ ଜଣ ଲୋକ କାନ୍ଥତଳେ ଚାପିହୋଇ ରହିଥିବାବେଳେ ୯ ଜଣଙ୍କର ମୃତ୍ୟୁ l ଏବଂ ୨ ଜଣ ଗୁରୁତର ଆହତ ହୋଇସ୍ଥାନୀୟ ହସ୍ପିଟାଲରେ ଭର୍ତି । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ରହିଥିବା ସୂଚନା ।

Advertisement