Tuesday, August 25, 2026
ADVERTISEMENT
Home ଜାତୀୟ ସ୍କୁଲ ବସ୍ ଓଲଟି ପଡିବା ଫଳରେ ୧୫ ଜଣ ଶିଶୁ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ...

ସ୍କୁଲ ବସ୍ ଓଲଟି ପଡିବା ଫଳରେ ୧୫ ଜଣ ଶିଶୁ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ।

147
ADVERTISEMENT

ଉତ୍ତରପ୍ରଦେଶ,୧୪/୯(ଡି.ଏଚ ବ୍ୟୁରୋ):-ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଏକ ସ୍କୁଲ ବସ୍ ଓଲଟି ପଡିବା ଫଳରେ ୧୫ ଜଣ ଶିଶୁ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି । ଏବଂ ଘଟଣାସ୍ଥଳରେ ପୋଲିସ ପ୍ରଶାସନର ତଦନ୍ତ ଜାରି ଥିବାବେଳେ ସ୍କୁଲ ବସ୍ ଟି ଏକ ଟ୍ରକକୁ ଓଭରଟେକ୍ କରିବା ବେଳେ ଏପରି ଅଘଟଣ ଘଟିଥିବା ସୂଚନା ।

Advertisement