ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ଥିବା ଇଲେକ୍ଟ୍ରିକ୍ ବାଇକ୍ ସୋରୁମରେ ଲାଗିଲା ନିଆଁ, ୬ ଜଣଙ୍କର ମୃତ୍ୟୁ।

11
ADVERTISEMENT

ହାଇଦ୍ରାବାଦ,୧୩/୯ (ଡି.ଏଚ୍ ବ୍ୟୁରୋ):-ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ଥିବା ଇଲେକ୍ଟ୍ରିକ୍ ବାଇକ୍ ସୋରୁମରେ ଲାଗିଲା ନିଆଁ । ଫଳରେ ନିଆଁରେ ପୋଡି ହୋଇ ୬ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକ ଫସିରହିଥିବା ସୂଚନା l ଏବଂ ବ୍ୟାଟେରୀ ଚାର୍ଜରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବାବେଳେ ବର୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Advertisement