ଛତିଶଗଡ କୋରବା ଜିଲ୍ଲାରେ ଟ୍ରେଲର ସହ ପିଟିହେଲା ବସ୍, ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୭ଜଣଙ୍କର ମୃତ୍ୟୁ।

9
ADVERTISEMENT

ଛତିଶଗଡ,୧୨/୯(ଡି.ଏଚ ବ୍ୟୁରେ।):-ଛତିଶଗଡ କୋରବା ଜିଲ୍ଲାର ପଣ୍ଡି ଉପୋରାଡା ଜାତୀୟ ରାଜପଥ ମାଡାଇ ନିକଟରେ ରାସ୍ତାରେ ଛିଡା ହୋଇଥିବା ଟ୍ରେଲର ସହ ପିଟିହେଲା ବସ୍। ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇ ସ୍ଥାନୀୟ ଜିଲ୍ଲା ଡାକ୍ତରଖାନାରେ ଭର୍ତି । ଦ୍ରୁତ ଗତିରେ ଆସୁଥିବା ବସ୍ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଟ୍ରେଲର ଉପରେ ଚଢିଯାଇଥିଲା ।

Advertisement