ଦିଲ୍ଲୀର ଆଜାଦ ମାର୍କେଟରେ ଏକ ୪ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା ଭୁଶୁଡି ପଡିବା ଫଳରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ।

10
ADVERTISEMENT

ନୂଆଦିଲ୍ଲୀ,୦୯/୯(ଡି.ଏଚ୍ ବ୍ୟୁରୋ):-ଭୁଶୁଡିଲା ନିର୍ମାଣାଧିନ କୋଠା । ଦିଲ୍ଲୀର ଆଜାଦ ମାର୍କେଟରେ ଏକ ୪ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା ଭୁଶୁଡି ପଡିବା ଫଳରେ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ । ଏହାସହ ଆହୁରି ୬ରୁ ୭ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଥିବାବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Advertisement