Tuesday, August 25, 2026
ADVERTISEMENT
Home ଜାତୀୟ ବେଙ୍ଗାଲୁରରେ ଗତ କିଛି ଦିନ ଧରି ବର୍ଷା ଜାରି ଥିବାବେଳେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।

ବେଙ୍ଗାଲୁରରେ ଗତ କିଛି ଦିନ ଧରି ବର୍ଷା ଜାରି ଥିବାବେଳେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।

139
ADVERTISEMENT

ବେଙ୍ଗାଲୁର,o୬/୯(ଡି.ଏଚ ବ୍ୟୁରୋ):-ବେଙ୍ଗାଲୁରରେ ଗତ କିଛି ଦିନ ଧରି ବର୍ଷା ଜାରି ଥିବାବେଳେ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଫଳରେ ସ୍ଥାନୀୟ ସର୍ଜାପୁରର ରେନ୍ବୋ ଡ୍ରାଇଭ୍ ଲେଆଉଟ୍, ଆଉଟର ରିଙ୍ଗ ରୋଡ୍, ଭରଥୁର, କେଆର ପୁରମ ଆଦି ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଉପୁଜିବା ସହ ରାସ୍ତାଘାଟରେ ପାଣିର ସୁଅ ଛୁଟୁଛି।

Advertisement