ଦିଲ୍ଲୀ ବିଧାନସଭା ପରିସରରେ ‘ଆପ୍’ ଓ ‘ବିଜେପି’ ବିଧାୟକମାନଙ୍କର ଧାରଣା ଦେବାସହ ପ୍ରତିବାଦ ପ୍ରଦର୍ଶନ ।

13
ADVERTISEMENT

ନୂଆଦିଲ୍ଲୀ,୩୦/୮(ଡି.ଏଚ ବ୍ୟୁରୋ):-ଦୁର୍ନୀତି ଅଭିଯୋଗକୁ କେନ୍ଦ୍ର କରି ଯୁକ୍ତିତର୍କ ଚାଲିଥିବା ବେଳେ ସୋମବାର ରାତିରେ ଦିଲ୍ଲୀ ବିଧାନସଭା ପରିସରରେ ‘ଆପ୍’ ଓ ‘ବିଜେପି’ ବିଧାୟକମାନଙ୍କର ଧାରଣା ଦେବାସହ ପ୍ରତିବାଦ ପ୍ରଦର୍ଶନ । ପ୍ଲାକାର୍ଡ ଧରି ‘ଆପ୍’ ବିଧାୟକମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଥିବା ବେଳେ ‘ବିଜେପି’ ନେତାମାନେ ଭଗତ୍ ସିଂହ, ରାଜଗୁରୁ ଏବଂ ଶୁକଦେବଙ୍କ ପ୍ରତିମୂର୍ତ୍ତି ପାଖରେ ଧାରଣା ଦେଇଥିଲେ।

Advertisement