ADVERTISEMENT
Home ଜାତୀୟ ପଶ୍ଚିମବଙ୍ଗ କୁଚବିହାରରେ ଏକ ପିକଅପ୍ ଭ୍ୟାନ୍ ହଠାତ କରେଣ୍ଟ ଲାଗି ବା ଯୋଗୁଁ ଭ୍ୟାନରେ ଥିବା...

ପଶ୍ଚିମବଙ୍ଗ କୁଚବିହାରରେ ଏକ ପିକଅପ୍ ଭ୍ୟାନ୍ ହଠାତ କରେଣ୍ଟ ଲାଗି ବା ଯୋଗୁଁ ଭ୍ୟାନରେ ଥିବା ୧୦ ଜଣ ନିଆଁରେ ପୋଡିହୋଇ ମୃତ୍ୟୁ l

122
ADVERTISEMENT

ପଶ୍ଚିମବଙ୍ଗ,୦୧/୮(ଡି.ଏଚ ବ୍ୟୁରୋ):-ପଶ୍ଚିମବଙ୍ଗ କୁଚବିହାରରେ ଏକ ପିକଅପ୍ ଭ୍ୟାନ୍ ହଠାତ କରେଣ୍ଟ ଲାଗି ବା ଯୋଗୁଁ ଭ୍ୟାନରେ ଥିବା ୧୦ ଜଣ ନିଆଁରେ ପୋଡିହୋଇ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ କେତେଜଣ ଗୁରୁତର ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି । ଭ୍ୟାନରେ ଥିବା ଡିଜେ ସିଷ୍ଟମର ଜେନେରେଟରରେ ନିଆଁ ଲାଗି ବା ଫଳରେ ଏଭଳି ଅଘଟଣ ଘଟିଥିଲା ଏବଂ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଖେଳି ଯାଇଛି ଶୋକର ଛାୟା ।

Advertisement