ବିଜୁ ଯୁବ ଏବଂ ଛାତ୍ର, ମହିଳା ଜନତା ଦଳ, ବ୍ରହ୍ମପୁର ମହାନଗର ପକ୍ଷରୁ ଇଲେକ୍ଟ୍ରିକ SDO ଅଫିସ ଓ ନୀଳକଣ୍ଠେଶ୍ଵର ଶ୍ମାଶନ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

116
ADVERTISEMENT

ବ୍ରହ୍ମପୁର,୨୫/୭(ଇ ରଞ୍ଜନ):-ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ,ବିଜୁ ଯୁବ ଏବଂ ଛାତ୍ର, ମହିଳା ଜନତା ଦଳ, ବ୍ରହ୍ମପୁର ମହାନଗର ପକ୍ଷରୁ ଇଲେକ୍ଟ୍ରିକ SDO ଅଫିସ ଓ ନୀଳକଣ୍ଠେଶ୍ଵର ଶ୍ମାଶନ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଅନୁଷ୍ଠିତ ହୋଇଯାଇଛି lଏହି କାଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତି, ସଂଘମିତ୍ରା ଦଳେଇ,ରାଜ୍ୟ ସମ୍ପାଦକ ସୁବାଷ ମହାରଣା, ରାଜ୍ୟ ସମ୍ପାଦକ ଟି ଗୋପୀ,ନଗର ସଭାପତି ବିଜୟ ସାମଲ, ଅର୍ବାନ ବ୍ୟାଙ୍କ ପ୍ରେସିଡେଣ୍ଟ ଆର ମୁରଲୀ ମୋହନ .ଯୁବ ସଭାପତି ଅଜିତ କୁମାର ପଣ୍ଡା କର୍ପୋରେଟର ସଂଜିତ ପାଣିଗ୍ରାହୀ,କର୍ପୋରେଟର ସନାଲି ଗନ୍ତାୟତ,କର୍ପୋରେଟର ସୂର୍ଯ୍ୟ କନ୍ତ ସୁବୁଦ୍ଧି, କର୍ପୋରେଟର ମଳୟ ବିଷୋୟୀ, କର୍ପୋରେଟର କାଦମ୍ବରୀ ଦାସ, କର୍ପୋରେଟର ,ଦୁର୍ଗା ପଣ୍ଡା,, ମମତା ବିଷୟୀ,ଅମ୍ବିକା ପାତ୍ର, ମୁକୁନ୍ଦ ଗୌଡ଼,ରାମ ତନ୍ତୀ, ସୁରେଶ ତ୍ରିପାଠୀ, ବି. ଶ୍ରୀନିବାସ ଆର,କାଶୀ, ତେଜେଶ୍ୱର ସ୍ୱାମୀ, ଏସ କେ ଖାଲିଲ ରୋଶନ ସାହୁ,ସିମାଞ୍ଚଳ ସାହୁ, ମଧୁସୂଦନ ସାହୁ, କୃଷ୍ଣ ଗୌଡ଼ କ. ମୁନା ରେଡି,ସୁଦର୍ଶନ ଦାସ, ନେତାଜୀ ପାତ୍ର, ରିଆଜ ଗୋପାଳ ସାହୁ, ଏଙ୍କିଡି ପାତ୍ର, ମଧୁମିତା ମାଝୀ,ସହ ବହୁ ବିଜେଡି କର୍ମୀ ଯୋଗଦାନ କିରି ବୃକ୍ଷରୋପଣ କରିଥିଲେ ଓ ବୃକ୍ଷ ରୋପଣ ଦ୍ୱାରା ପରିବେଶର ଉପକାର ଉପରେ ଆଲୋକିପାତ କରିଥିଲେ, ତତସହିତ ସମାଜର ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରିବାକୁ ଅନୁରୋଧ କରାଯାଥିଲା l

Advertisement