ଉତ୍ତର ପ୍ରଦେଶର କଟରା ଥାନା ନିକଟବର୍ତ୍ତୀ ନାରାୟଣପୁର ଗ୍ରାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

103
ADVERTISEMENT

ଉତ୍ତରପ୍ରଦେଶ,୨୫/୭(ଡି.ଏଚ ବ୍ୟୁରୋ):-ଉତ୍ତର ପ୍ରଦେଶର କଟରା ଥାନା ନିକଟବର୍ତ୍ତୀ ନାରାୟଣପୁର ଗ୍ରାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍ଥାନୀୟ ପୂର୍ବାଞ୍ଚଳ ଏକସ୍ପ୍ରେସ୍ରେ ୨ଟି ଘରୋଇ ଡବଲ୍-ଡେକର୍ ବସ୍ ମଧ୍ୟରେ ପରସ୍ପର ଧକ୍କା ହେବ ଯୋଗୁଁ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଆହତ ହୋଇଥିବା ସୂଚନା ।

Advertisement