ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ ।

95
ADVERTISEMENT

ବିହାର,୨୫/୭(ଡି.ଏଚ ବ୍ୟୁରୋ):-ବିହାରର ସାରଣ ଜିଲ୍ଲା ଅନ୍ତର୍ଗତ ଛାପ୍ରାସ୍ଥିତ ଖୋଦାଇବାଗ ଅଞ୍ଚଳରେ ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ । ଫଳରେ ଘରର ଛାତ ଉଡ଼ିଯିବା ସହ ଘଟଣାସ୍ଥଳରେ ୬ ଜଣ ଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ପାଖାପାଖି ୩ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିଥିଲା।

Advertisement