ଗଂଜାମ ଜିଲ୍ଲା ଗୋପାଳପୁର ଅଂଚଳରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଗଚ୍ଛିତ ରଖିବା ଅଭିଯୋଗରେ ଇଣ୍ଡେନ ଗ୍ୟାସ ସିଲିଣ୍ଡରର କର୍ମଚାରୀ ଏବଂ ମାଲିକ ଗିରଫ ।

118
ADVERTISEMENT

ବ୍ରହ୍ମପୁର,୨୪/୭(ଡି.ଏଚ୍ ବ୍ୟୁରୋ):-ଗଂଜାମ ଜିଲ୍ଲା ଗୋପାଳପୁର ଅଂଚଳରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଗଚ୍ଛିତ ରଖିବା ଅଭିଯୋଗରେ ଇଣ୍ଡେନ ଗ୍ୟାସ ସିଲିଣ୍ଡରର କର୍ମଚାରୀ ଏବଂ ମାଲିକ ଉଭୟଙ୍କୁ ଗୋପାଳପୁର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଥିବା ସୂଚନା । ସେମାନେ ହେଲେ ଇଣ୍ଡେନ ଗ୍ୟାସ ସିଲିଣ୍ଡର ମାଲିକ ତିଲୋଚନ ପାଣିଗ୍ରାହୀ ଏବଂକର୍ମଚାରୀ ଦୈତାରୀ ନାୟକ ।

Advertisement