Friday, September 25, 2026
ADVERTISEMENT
Home ଆଞ୍ଚଳିକ ଭାରସ୍ୟାମ ହରାଇ ରାସ୍ତା କଡରେ ଠିଆ ହୋଇଥିବା ଟିପ୍ପରର ପଛପଟୁ ଧକ୍କାଦେଲା ଯାତ୍ରୀବାହୀ ବସ୍।

ଭାରସ୍ୟାମ ହରାଇ ରାସ୍ତା କଡରେ ଠିଆ ହୋଇଥିବା ଟିପ୍ପରର ପଛପଟୁ ଧକ୍କାଦେଲା ଯାତ୍ରୀବାହୀ ବସ୍।

141
ADVERTISEMENT

କୋରାପୁଟ,୧୯/୭(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଳକ ଅନ୍ତର୍ଗତ ଶୁଣ୍ଢିପୁଙ୍ଗାର ନିକଟରେ ଭାରସ୍ୟାମ ହରାଇ ରାସ୍ତା କଡରେ ଠିଆ ହୋଇଥିବା ଟିପ୍ପରର ପଛପଟୁ ଧକ୍କାଦେଲା ଯାତ୍ରୀବାହୀ ବସ୍। ଏଥିରେ ୧୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇ ସ୍ଥାନୀୟ କୁନ୍ଦୁଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।ଏବଂ ଉକ୍ତ ଯାତ୍ରୀବାହୀ ବସ୍‌ଟି ବିଶାଖାପାଟଣାରୁ ଚିତ୍ରକୋଣ୍ଡା ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

Advertisement