ଦିଲ୍ଲୀରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭାରତୀୟ ଦମ୍ପତିଙ୍କଠାରୁ ୪୫ଟି ବନ୍ଧୁକ ଜବତ ।

104
ADVERTISEMENT

ନୂଆଦିଲ୍ଲୀ,୧୪/୭(ଡି.ଏଚ ବ୍ୟୁରୋ):-ଦିଲ୍ଲୀରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭାରତୀୟ ଦମ୍ପତିଙ୍କଠାରୁ ୪୫ଟି ବନ୍ଧୁକ ଜବତ । ସ୍ଥାନୀୟ କଷ୍ଟମ୍ ବିଭାଗ ସମସ୍ତ ବନ୍ଧୁକ ଜବତ କରିଥିବାବେଳେ ଉଭୟ ଦମ୍ପତି ଜଗଜିତ ସିଂହ ଓ ଯଶମିନ୍ଦର କୌର ଭିଏତନାମରୁ ଭାରତ ଆସୁଥିଲେ । ଏବଂ ଜବତ ୪୫ଟି ବନ୍ଧୁକର ଦାମ ୨୨ ଲକ୍ଷ ୫୦ ହଜାର ହେବ ବୋଲି ସୂଚନା ।

Advertisement