Thursday, August 20, 2026
ADVERTISEMENT
Home ଜାତୀୟ ଅମରନାଥରେ ବାଦଲଫଟା ବର୍ଷା ଯୋଗୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୪୦...

ଅମରନାଥରେ ବାଦଲଫଟା ବର୍ଷା ଯୋଗୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୪୦ ଜଣ ନିଖୋଜ ଅଛନ୍ତି।

127
ADVERTISEMENT

ଅମରନାଥ,୦୯/୭(ଡି.ଏଚ ବ୍ୟୁରୋ):-ଅମରନାଥରେ ବାଦଲଫଟା ବର୍ଷା ଯୋଗୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୪୦ ଜଣ ନିଖୋଜ ଅଛନ୍ତି। ଏବଂ ଘଟଣା ସ୍ଥଳରେ ଏନ୍‌ଡିଆର୍‌ଏଫ୍, ଏସ୍‌ଟିଆର୍‌ଏଫ୍ ଓ ପୁଲିସ ଟିମ ର ଉଦ୍ଧାର କାର୍ଯ୍ୟ ଜାରି ଥିବାବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା । ସେପଟେ ଜମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଧସିବା ଫଳରେ ଶହଶହ ଗାଡିମଟର ଫସି ରହିଛି ।

Advertisement