ନୈନିତାଲ,୦୮/୭(ଡି.ଏଚ ବ୍ୟୁରୋ):-ଉତ୍ତରାଖଣ୍ଡ ନୈନିତାଲର ଢେଲ୍ବା ନଦୀରେ ଖସିପଡ଼ିଲା କାର୍ l ଫଳରେ ନଦୀର ପ୍ରଖର ସ୍ରୋତରେ କାର୍ ଟି ଭାସିଯିବାରୁ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଉତ୍ତରାଖଣ୍ଡର ରାମନଗର ଅଭିମୁଖେ ଯାଉଥିବା ବେଳେ ଏଭଳି ଦୃଘଟଣାର ଶିକାର ହୋଇଥିଲେ l
















