ମହାରାଷ୍ଟ୍ର,୨୮/୬(ଡି.ଏଚ ବ୍ୟୁରୋ):-ମହାରାଷ୍ଟ୍ରର ମୁମ୍ବାଇ ସ୍ଥିତ କୁର୍ଲାର ନାଇକ୍ ନଗରରେ ଭୁଶୁଡିଲା ଚାରି ମହଲା କୋଠା। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମବାହିନୀ ର ଉଦ୍ଧାରକାର୍ଯ୍ୟ ଜାରି ଥିବାବେଳେ କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ରହିଥିବା ଆଶଙ୍କା । ଏବଂ ଘଟଣାସ୍ଥଳରୁ ୭ ଜଣଙ୍କୁ ଉଦ୍ଧାର କରାଯାଉଥିବା ସୂଚନା ।
















