ନୂଆଦିଲ୍ଲୀ,୨୬/୬(ଡି.ଏଚ ବ୍ୟୁରୋ):-ଦେଶରେ ଦୈନିକ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି । ଫଳରେ ସକ୍ରିୟ ମାମଲା ୯୦,୦୦୦କୁ ଟପି ଥିବାବେଳେ ବର୍ତ୍ତମାନ ୫ ରାଜ୍ୟରେ ବଢୁଛି ସଂକ୍ରମଣ ହାର । ଏନେଇ ବିଶେଜ୍ଞମାନେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇରେ କରୋନାର ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି।
















