Thursday, August 20, 2026
ADVERTISEMENT
Home ଜାତୀୟ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟାଳୟର ଡେପୁଟି ସେକ୍ରେଟେରି ପ୍ରକାଶଚନ୍ଦ୍ର ଠାକୁର...

ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟାଳୟର ଡେପୁଟି ସେକ୍ରେଟେରି ପ୍ରକାଶଚନ୍ଦ୍ର ଠାକୁର ନିଲମ୍ବନ।

111
ADVERTISEMENT

ନୂଆଦିଲ୍ଲୀ, ୨୩/୬(ଡି.ଏଚ ବ୍ୟୁରୋ):-ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ଉପରାଜ୍ୟପାଳ ବିନୟୀ କୁମାର ସାକ୍ସେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟାଳୟର ଡେପୁଟି ସେକ୍ରେଟେରି ପ୍ରକାଶଚନ୍ଦ୍ର ଠାକୁର, ଏବଂ ଦୁଇଜଣ ସବ୍ଡିଭିଜ୍ନାଲ୍ ମାଜିଷ୍ଟ୍ରେଟ୍ ହର୍ଷିତ ଜୈନ ଓ ଦେବେନ୍ଦ୍ର ଶର୍ମାଙ୍କୁ ନିଲମ୍ବନ କରାବା ସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଛନ୍ତି ।

Advertisement