Tuesday, August 25, 2026
ADVERTISEMENT
Home ଜାତୀୟ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡାକରା...

ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡାକରା l

121
ADVERTISEMENT

ନୂଆଦିଲ୍ଲୀ,୨୦/୬(ଡି.ଏଚ ବ୍ୟୁରୋ):-ଅଗ୍ନିପଥ ଯୋଜନାକୁ ବିରୋଧ କରି ତେଜୁଛି ବିବାଦ, ତୀବ୍ର ହେଉଛି ଆନ୍ଦୋଳନ l ଫଳରେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡାକରା l ସେପଟେ ଏହି ହିଂସlକାଣ୍ଡ ଘଟାଇବା ଅଭିଯୋଗରେ ଏପର୍ଯ୍ୟନ୍ତ ୮୦୪ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ବିହାରରେ ହିଂସାକୁ ରୋକାଯିବା ଲାଗି ୧୭ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

Advertisement