ସାରା ବିଶ୍ବରେ ମଙ୍କିପକ୍ସକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି ।

133
ADVERTISEMENT

ନୂଆଦିଲ୍ଲୀ ,୧୫/୬(ଡି.ଏଚ ବ୍ୟୁରୋ):-ସାରା ବିଶ୍ବରେ ମଙ୍କିପକ୍ସକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଫଳରେ ମଙ୍କିପକ୍ସକୁ ହେଲ୍ ଥ ଏମର୍ଜେନ୍ସି ଘୋଷଣା କରିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏବଂ ବ୍ରିଟେନରୁ ଏଯାଏ ୪୭୦ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଥିବାବେଳେ ସ୍ପେନ୍, ଜର୍ମାନ ଏବଂ କାନଡାରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି.।

Advertisement