Tuesday, August 25, 2026
ADVERTISEMENT
Home ଜାତୀୟ ଭାରସ୍ୟାମ ହରାଇ କଣ୍ଟେନରକୁ ପିଟିହୋଲା ଆମ୍ବୁଲାନ୍ସ ,୭ଜଣଙ୍କର ମୃତ୍ୟୁ ।

ଭାରସ୍ୟାମ ହରାଇ କଣ୍ଟେନରକୁ ପିଟିହୋଲା ଆମ୍ବୁଲାନ୍ସ ,୭ଜଣଙ୍କର ମୃତ୍ୟୁ ।

123
ADVERTISEMENT

ଉତ୍ତରପ୍ରଦେଶ,୩୧/୫(ଡି.ଏଚ ବ୍ୟୁରୋ):-ଉତ୍ତରପ୍ରଦେଶର ବରେଲି ଅଞ୍ଚଳରେ ଭାରସ୍ୟାମ ହରାଇ କଣ୍ଟେନରକୁ ପିଟିହୋଲା ଆମ୍ବୁଲାନ୍ସ । ଫଳରେ ଆମ୍ବୁଲାନ୍ସରେ ଥିବା ୭ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଏବଂ ତିନି ଜଣ ମହିଳା ଥିବା ସୂଚନା ।ଏବଂ ସମସ୍ତ ମୃତକ ପିଲିଭିତ ଅଞ୍ଚଳର ଥିବାବେଳେ ଆମ୍ବୁଲାନ୍ସଟି ଦିଲ୍ଲୀରୁ ବରେଲି ଆସୁଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲା ।

Advertisement