ଶ୍ରୀନଗର,୨୬/୫(ଡି.ଏଚ ବ୍ୟୁରୋ):-କାରଗିଲ- ଶ୍ରୀନଗର ରାସ୍ତା ଜୋଜିଲା ପାସ୍ ନିକଟବର୍ତ୍ତୀ ଜୋଜିଲା ଘାଟିରେ ୫୦୦ ଫୁଟ ତଳକୁ ଖସିଲା କାର । ଦୁର୍ଘଟଣାରେ କାର ରେ ଥିବା ୮ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ଘଟଣାସ୍ଥଲରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରୟାସ ଜାରି ।















