ଆଜି ଦିନିକିଆ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

163
ADVERTISEMENT

ନୂଆଦିଲ୍ଲୀ ,୧୭/୫(ଡି.ଏଚ ବ୍ୟୁରୋ):-ଆଜି ଦିନିକିଆ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବଂ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ସାକ୍ଷାତ କରିବା ସହ ସ୍ଥାନୀୟ ଲୁମ୍ବିନୀରେ ପହଞ୍ଚି ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ତଥା ଐତିହାସିକ ମାୟା ଦେବୀ ମନ୍ଦିର ପରିଦର୍ଶନ କରି ସେଠାରେ ପୂଜାର୍ଚ୍ଚନା କରିଥିଲେ।

Advertisement