ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ମାଡ଼ମାରିବା ସହ ଦାନ୍ତ ଭାଙ୍ଗିଲେ ଗ୍ରାମବାସୀ ।

131
ADVERTISEMENT

ଗଞ୍ଜାମ,୧୬/୫(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଦୁଇଜଣଙ୍କୁ ଗଛରେ ବାନ୍ଧି ମାଡ଼ମାରିବା ସହ ଦାନ୍ତ ଭାଙ୍ଗିଲେ ଗ୍ରାମବାସୀ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନକୁ ପଠାଇଥିବାବେଳେ ଏବେ ବି ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ।

Advertisement