ରାଜଧାନୀ ଦିଲ୍ଲୀର ମୁଣ୍ଡକାସ୍ଥିତ ଏକ ୪ ମହଲା ବିଶିଷ୍ଟ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ।

300
ADVERTISEMENT

ଦିଲ୍ଲୀ,୧୪/୫(ଡି.ଏଚ୍ ବ୍ୟୁରୋ):-ରାଜଧାନୀ ଦିଲ୍ଲୀର ମୁଣ୍ଡକାସ୍ଥିତ ଏକ ୪ ମହଲା ବିଶିଷ୍ଟ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ । ଫଳରେ ଅଗ୍ନିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତହୋଇ ସଂଜୟ ଗାନ୍ଧି ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି । ଏବଂ ଅଗ୍ନିଶମ ବିଭାଗର ୧୫ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବାବେଳେ ଆହୁରି ୩୦ରୁ ଅଧିକ ଲୋକ ବିଲ୍ଡିଂରେ ଫସି ରହିଥିବା ସୂଚନା ।

Advertisement