ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସଓ୍ୱେରେ ଟ୍ରକର ପଛକୁ ପିଟିଲା ବୋଲେରୋ, ୫ ଜଣଙ୍କର ମୃତ୍ୟୁ।

134
ADVERTISEMENT

ୟୁ .ପି,୧୨/୫(ଡି.ଏଚ ବ୍ୟୁରୋ):-ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସଓ୍ୱେରେ ଟ୍ରକର ପଛକୁ ପିଟିଲା ବୋଲେରୋ। ଫଳରେ ବୋଲେରୋରେ ଥିବା ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି। ବୋଲେରୋରେ ପ୍ରାୟ ୭ ଜଣ ଯାତ୍ରୀ ଆଗ୍ରାରୁ ନୋଏଡା ଯାଉଥିଲେ ।

Advertisement