ନୂଆଦିଲ୍ଲୀ,୩୦/୪(ଡି.ଏଚ ବ୍ୟୁରୋ):-ପବନହଂସ ହେଲିକପଟରର ୫୧ ପ୍ରତିଶତ ଅଂଶଧନ ବିକ୍ରି କରିଦେଲେ କେନ୍ଦ୍ର ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଗଠିତ କ୍ୟାବିନେଟ୍ କମିଟି ଏହାକୁ ଅନୁମୋଦନ ଦେଇଥିବାବେଳେ ଏହି ହେଲିକପ୍ଟରର ଙରୋଇକରଣ ଆରମ୍ଭ ହୋଇଛି ।
















