Thursday, August 20, 2026
ADVERTISEMENT
Home ଜାତୀୟ ତାମିଲନାଡୁର ତଞ୍ଜାଭୁରଜିଲ୍ଲାରେ ମନ୍ଦିରର ରଥଉତ୍ସବ ଶୋଭାଯାତ୍ରା ବେଳେ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ...

ତାମିଲନାଡୁର ତଞ୍ଜାଭୁରଜିଲ୍ଲାରେ ମନ୍ଦିରର ରଥଉତ୍ସବ ଶୋଭାଯାତ୍ରା ବେଳେ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନିଆଁ ଲାଗି୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ।

221
ADVERTISEMENT

ତାମିଲନାଡୁ,୨୭/୪(ଡି.ଏଚ ବ୍ୟୁରୋ):-ତାମିଲନାଡୁର ତଞ୍ଜାଭୁରଜିଲ୍ଲାରେ ଅଭାବନୀୟ ଘଟଣା । ସ୍ଥାନୀୟ ମନ୍ଦିରର ରଥଉତ୍ସବ ଶୋଭାଯାତ୍ରା ବେଳେ ରଥଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ରଥରେ ନିଆଁ ଲାଗି୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା । ଏବଂ ଖବର ପାଇ ଘଟଣାସ୍ଥଳରେ ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ।

Advertisement