ଜମ୍ମୁର ବାଠିଣ୍ଡି ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି,ଜଣେ ଯବାନ ସହିଦ ।

113
ADVERTISEMENT

ଜମ୍ମୁ,୨୨/୪(ଡି.ଏଚ ବ୍ୟୁରୋ):-ଜମ୍ମୁର ବାଠିଣ୍ଡି ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି । ଫଳରେ ଉଭୟପଟରୁ ଜାରିଥିବା ଗୁଳିବିନିମୟରେ ସୁରକ୍ଷା ବଳର ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୪ଜଣ ଯବାନ ଆହତ ହୋଇଛନ୍ତି । ଏବଂ ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରି ଦିଆଯାଇଥିବା ସୂଚନା ।

Advertisement